COVID-19
(25 Questions & Answer) Part-1
1. ଭାରତ ସରକାର ବିଦେଶରେ ଫସିରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେଉଁ ଅଭିଯାନ ଆରମ୍ଭ କରିଥିଲେ ?
A. ଜୟଏକତା ମିଶନ
B. ଜୟ ଭ।ରତ ମିଶନ
C. ଭ।ରତ ଚେଲୋ ମିଶନ
D. ବଂନ୍ଦେ ଭାରତ ମିଶନ
2. କେଉଁ ରାଜ୍ୟ 18 ଜୁନ୍ 2020 କୁ ମାକ୍ସ ଦିବସ ଭାବରେ ପାଳନ କରିଛି ?
A. ରାଜସ୍ଥାନ
B. କର୍ଣାଟକ
C. ଆନ୍ଧ୍ରପ୍ରଦେଶ
D. ହରିୟ।ଣା
3. କେଉଁ ଦେଶ ଏକ କୋଟି କୋଭିଡ -19 ପରୀକ୍ଷା କରିବାରେ ପ୍ରଥମ ରାଜ୍ୟ ହୋଇପାରିଛି ?
A.ରାଜସ୍ଥାନ
B.ପଞ୍ଜାବ
C.ଉତ୍ତରପ୍ରଦେଶ
D.ହରିୟଣା
4. ୟୁରୋପରେ କେଉଁ ଦେଶ କରୋନାଭାଇରସ୍ ମୁକ୍ତ ହୋଇପାରିଛି ?
A.ଫ୍ରାନସ
B.ବ୍ରିଟେନ
C.ଫିନଲାଣ୍ଡ
D.ସ୍ଲୋବେନିୟା
5. କୋଭିଡ -19 କୁ ମୁକାବିଲା କରିବା ପାଇଁ କେଉଁ ରାଜ୍ୟ Break the Chain Cartoon Misson ଆରମ୍ଭ କରିଥିଲେ ?
A. ତାମିଲନାଡୁ
B. ରାଜସ୍ଥାନ
C. ହରିୟ।ଣା
D. କେରଳ
6. କେଉଁ ରାଜ୍ୟ ପ୍ରଥମେ କୋଭିଡ -19 ସହିତ ମୁକାବିଲା କରିବାପାଇଁ COVA APP ଆରମ୍ଭ କରିଥିଲା ?
A. ପଞ୍ଜାବ
B. ହିମାଚଲ ପ୍ରଦେଶ
C. କେରଳ
D. ଗୁଜରାଟ
7.Home Quarantineରେ ରହୁଥିବା ଲୋକଙ୍କ ସୁବିଧା ପାଇଁ CORANTINE App କିଏ ଆରମ୍ଭ କରିଥିଲା ?
A. IIT ଦିଲ୍ଲୀ C. IITକାନପୁର
B. IIT ମୁମ୍ବାଇ D. IIT ବାଙ୍ଗାଲୁରୁ
8. 2019 ରେ, ଚାଇନାର କେଉଁ ସହରରେ ପ୍ରଥମେ କରୋନାଭାଇରସ୍ ଚିହ୍ନଟ କରଯାଇଥିଲା ?
A. ବେଞ୍ଜିଙ୍ଗ
B. ଶଙ୍ଘାଇ
C. ଉହାନ
D. ଶେଞ୍ଜେନ
9. SARS-CoV-2 ରେ R ର FULL FORM କଣ ?
A. Resipiratory
B. Research
C. Ring
D. Recover

10. COVID-19 ରେ D ର ପୂର୍ଣ ଅର୍ଥଟି କଣ ?
A. Discover
B. Dew
C. Disease
D. Dots
11. କରୋନ। ଭୂତାଣୁ ସଂକ୍ରମଣକୁ ଚିହ୍ନଟ କରିବା ପାଇଁ କରାଯାଉଥିବା ପରୀକ୍ଷାର ନାମ କ’ଣ ?
A. ELISA
B. BMD
C. ECGD. D. RT-PCR
12. କରୋନାଭାଇରସ୍ ମାନବ ଶରୀରର କେଉଁ ପ୍ରଣାଳୀ କୁ ପ୍ରଭାବିତ କରେ ?
A. ପ୍ରଜନନ ପ୍ରଣାଳୀ
B. ଶ୍ଵଶନ ପ୍ରଣାଳୀ
C. ଅନ୍ତ ନଳୀ
D. କୌଣସିଟି ନୁହେଁ
13. ମାନବ ଶରୀରର କେଉଁ ଅଂଶକୁ କରୋନାଭାଇରସ୍ ପ୍ରଭାବିତ କରେ?
A. ଫୁସଫୁସ
B. ଯକୃତ
C. ହୃତପିଣ୍ଡ
D. ମସ୍ତିଷ୍କ
14.କରୋନ। ଭୁତାଣୁକୁ କାହିଁକି କରୋନାଭାଇରସ୍ ନାମକରଣ କରାଗଲା ?
A. ଫୁଲ କୋବି ପରି ଆକୃତି ଥିବାରୁ
B. ମୁକୁଟ ପରି ଆକୃତି ଥିବାରୁ
C. ମୁଦି ପରି ଆକୃତି ଥିବାରୁ
D. ଅଣ୍ଡା ପରି ଆକୃତି ଥିବାରୁ
15. କୋଭିଡ -19 ର ପ୍ରଥମ ଚିହ୍ନଟ କେଉଁ ଦେଶରେ କରାଯାଇଥିଲା?
A. ଜାପାନ
B. ଆମେରିକା
C. ଚୀନ
D. ଋଷ
16. 11 ମାର୍ଚ୍ଚ 2020 ରେ କିଏ କୋଭିଡ -19 କୁ ଏକ ବିଶ୍ଵ ମହାମାରୀ ଘୋଷଣା କରିଥିଲା?
A. G20
B. G7
C. WHO
D. UN
17. ଆମ ଦେଶର କେଉଁ ରାଜ୍ୟରେ COVID-19 ର ପ୍ରଥମ ମାମଲା ଚିହ୍ନଟ କରଯାଇଥିଲା ।
A. ପଞ୍ଜାବ
B. ଗୁଜରାଟ
C. ଉତ୍ତରାଖଣ୍ଡ
D. କେରଳ
18. କେଉଁ ରାଜ୍ୟରେ ପ୍ରଥମେ COVID-19 ପାଇଁ ସାରା ରାଜ୍ୟରେ କର୍ଫୁ ଲାଗୁ କରାଯାଇଥିଲା ?
A. ପଞ୍ଜାବ C. ରାଜସ୍ଥାନ
B. ହରିୟାଣା D. ଉତ୍ତରା ଖଣ୍ଡ
19.PM CARE ଫଣ୍ଡ କାହା ପାଇଁ ଗଠନ କରଯାଇଥିଲା ?
A. ର।ମ ମନ୍ଦିର
B. କରୋନ। ଭାଇରସ
C. ଜମ୍ମୁ କାଶ୍ମୀର
D. କୌଣସିଟି ନୁହେଁ
20. କେଉଁ କମ୍ପାନୀ ସାମାଜିକ ଦୂରତା ସହାୟକ ନିମନ୍ତେ SODAR ଆପ ଆରମ୍ଭ କରିଛନ୍ତି?
A. Goole
B. Facebook
C. Instagram
D. Twitter
21. ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ -2020 କୁ କେତେ ଦିନ ପର୍ଯନ୍ତ ସ୍ଥଗିତ ରଖାଯାଇଛି?
A. 2020
B. 2021
C. 2024
D. 2013
22. କରୋନାଭାଇରସ୍ କାରଣରୁ କେଉଁ ଦେଶ ପ୍ରଥମେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲା ?
A. ଋଷ
B. ଚୀନ
C. ଜାପାନ
D. ପାକିସ୍ତାନ
23. Behind The Mask : Covid-19 ନାମକ ପୁସ୍ତକ କିଏ ଲେଖିଛନ୍ତି ?
A. ପିୟୁଷ ଗୋୟଲ
B. ମହମ୍ମଦ ଅବଦୁଲ ମନ୍ନାନ
C. ରଜନିଶ କୁମାର D. ସୁଧା ଶର୍ମା
24.COVID-19 କୁ ନିୟନ୍ତ୍ରଣ କରିବା ପାଇଁ କେଉଁ ରାଜ୍ୟ Kill Corona ଅଭିଯାନ ଆରମ୍ଭ କରିଥିଲେ ?
A. ରାଜସ୍ଥାନ
B. ହରିୟାଣା
C. ମଧ୍ୟପ୍ରଦେଶ
D. ରାଜସ୍ଥାନ
25.କେଉଁ ରାଜ୍ୟ ଆୟୁଷ କବଚ Covid App ଶୁଭାରମ୍ଭ କରିଥିଲେ ?
A. ପଞ୍ଜାବ
B. ରାଜସ୍ଥାନ
C. ଉତ୍ତର ପ୍ରଦେଶ
D. ହରିୟାଣା
1 Comments
Useful gk
ReplyDelete